କେନ୍ଦୁଝର ସହର: ବିଆରପିଏଲ ନିକଟରେ ହାଇୱା ଧକ୍କାରେ କାର ଦୁର୍ଘଟଣା ଗ୍ରସ୍ତ
ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବିଆରପିଏଲ ନିକଟରେ ନିକଟରେ ଆଜି ଏକ ହାଇୱା କାରକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଯାଇଥିଲା।