ବୌଦ୍ଧ ସଦର: ନୂଆପଡା ଗ୍ରାମର ଜଙ୍ଗଲରୁ ମହୁଲି ମଦ ରନ୍ଦା ସମୟରେ ଅବକାରୀ ଚଢ଼ାଉ ୩୮୦କେଜି ପୋଚ ସସହିତ ୨୦ଲିଟର ମଦକୁ ଜବତ କରି ନଷ୍ଟ
Baudh Sadar, Boudh (Bauda) | Sep 13, 2025
ଆଜି ସନ୍ଧ୍ୟା ୭.୩୦ ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବୌଦ୍ଧ ସଦର ରେଞ୍ଜର ଅବକାରୀ...