ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ବେଲପୁର ଗ୍ରାମର ଗୋଟିଏ ବନ୍ଦ ଘରୁ ବଡ଼ ଧରଣ ର ଚୋରୀ ହୋଇଛି l ଘରେ କେହି ନଥିବା ବେଳେ କଳାକନା ବୁଲାଇଛନ୍ତି ଲୁଟେରା l ବହୁ ଅଳଙ୍କାର ସହ ନଗଦ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି l ବେଲପୁର ଗ୍ରାମର ମନୋଜ କୁମାର ରାଉତ ନାମକ ବ୍ୟକ୍ତି ନିଜ ଘରେ ତାଲା ପକାଇ ବାହାର ଜିଲ୍ଲା ରେ ରିହୁଥିବା ବେଳେ ଏହାର ଫାଇଦାନେଇ ବନ୍ଦ ଘର ରୁ ଭଙ୍ଗାରୁଜା କରି ଦୁର୍ବୁତ ମାନେ ଚୋରି କରି ଘରେ କଳାକନା ବୁଲାଇଛନ୍ତି l