ଭୁବନେଶ୍ୱର ମେଟେରୋଲଜିକାଲ ସେଣ୍ଟର ପକ୍ଷରୁ ଜାରି ହୋଇଥିବା ପାଣିପାଗ ସଚେତନତା ଅନୁସାରେ, ବଲାଙ୍ଗୀର ଜିଲ୍ଲା ସହ ଲୋଇସିଂହା ବ୍ଲକ ରେ ଭାରି ରୁ ଅତ୍ୟଧିକ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲାକୁ ଓ ଅର୍ରେଞ୍ଚ ଅଲର୍ଟ ଜାରି କରାଯାଇଛି । ଏହି ସମୟରେ ୭ ସେ.ମି. ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହେଇପାରେ ବୋଲି ଆବହା ବିଭାଗ ଜଣାଇଛି । ଲୋଇସିଂହା ଅଞ୍ଚଳରେ ଲୋ-ପ୍ରେସର ସିଷ୍ଟମ ର ପ୍ରଭାବ ରେ ଘନ ମେଘ ସଂଚୟ ହେଉଥିବାରୁ ବିଜୁଳି ସହ ବର୍ଷା ଓ ଜୋର ପବନ ବହିପାରେ । ସାଧାରଣ ଲୋକଙ୍କୁ ସତର୍କ ରହିବା, ଖୋଲା ଜାଗାରେ ନ ରହିବା, ଓ ଆବଶ୍ୟକ ନହେଲେ ବାହାରକୁ ନଯିବା ପାଇଁ ଜିଲ୍ଲା ସୂ