ଖଲ୍ଲିକୋଟ୍: ତୁଳସୀପୁର ରାସ୍ତାରେ ବାଇକ ସହ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଆହତ, ମେଡ଼ିକାଲରେ ଭର୍ତ୍ତି
Khalikote, Ganjam | Aug 12, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ରାସ୍ତାରେ ଆଜି ଅପରାହ୍ନ ସାଢ଼େ ୩ ଟା ସମୟରେ ଏକ ବାଇକ ସହ ପିକଅପ ଭ୍ୟାନ ମୁହାଁ ମୁହିଁ ଧକ୍କା ହେବା ଫଳରେ...