Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଲକ୍ଷ୍ମୀପୁର: ଭିଲାପୁଟ ଗାଁରେ ଭତ୍ତା ଓ ଆବାସ ଗୃହରୁ ବଞ୍ଚିତ ଅସହାୟ ମହିଳା। ଗୁହାରି କରି କରି ହତାଶ

Lakshmipur, Koraput | Nov 9, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନସ୍ଥ ଭିଲାପୁଟ ଗାଁ ର ଜଣେ ଅସହାୟ ବିଧବା ମହିଳା ଭତ୍ତା ଟଙ୍କା ଓ ଆବାସ ଘର ରୁ ବଞ୍ଚିତ ହୋଇ ଆସୁଥିବା ସୂଚନା ଦେଇଛନ୍ତି । ସେହି ମହିଳା ଜଣକ ହେଲେ, ସ୍ବର୍ଗତ ସୋମନାଥ ହନ୍ତାଲ ଙ୍କ ସ୍ତ୍ରୀ ଗୁରୁବାରୀ ହନ୍ତାଲ (୫୫) ମହିଳା ଜଣକ କହିବା ଅନୁସାରେ ସ୍ବାମୀ ଓ ତିନି ପୁଅ କୁ ନେଇ ହସଖୁସିର ସଂସାର ଥିଲା।

MORE NEWS