ବୀରମହାରାଜପୁର: ଚରଦା ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ କେନ୍ଦ୍ର ଉଦଘାଟନ କଲେ ରାଜ୍ୟସରକାରଙ୍କ ନୋଡାଲ ଅଫିସର ତଥା ଉଚ୍ଚ ଶିକ୍ଷାବିଭାଗର କମିଶନର
Biramaharajpur, Subarnapur (Sonepur) | Sep 2, 2025
ବିନିକା ଥାନା ଆନ୍ତର୍ଗର ଚରଦା ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ କେନ୍ଦ୍ର ଆଜି ପୂର୍ବାହବ ପ୍ରାୟ 11ଟା 30ମିନିଟ ସମୟରେ ଉଦଘାଟିତ ହୋଇଯାଇଛି l...