ତିର୍ତ୍ତୋଲ: କନକପୁର ଶାରଳା ମନ୍ଦିର ପରିଦର୍ଶନ କଲେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି
ତିର୍ତ୍ତୋଲ ବ୍ଲକ କନକପୁର ସ୍ଥିତ ଶାରଳା ମନ୍ଦିର ପରିଦର୍ଶନରେ ଆସି ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମା ଶାରଳାଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ଦିର ସେବାୟତ ମାନେ ତାଙ୍କୁ ଫୁଲ ହାର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସେବାୟତ ମାନଙ୍କ ସହ ଶାରଳା ସାହିତ୍ୟ ପ୍ରତାରକ ରମାକାନ୍ତ ରାଉଳ, ଯୁବନେତା ସୁମିତ ଦାସ ପ୍ରମୁଖ ସାମିଲ ହୋଇଥିଲେ।