Public App Logo
Jansamasya
National
Happydiwali
Railinfra4andhrapradesh
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv

ଜୟପୁର: ବାଲୁକା ଶିଳ୍ପି ମାଧ୍ୟମରେ ମୁଖ୍ୟରାସ୍ତାର ଧୋବା ସାହି ଛକରେ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି, ଓକିଲ ସଙ୍ଘ ସଭାପତି ଦେଲେ ସୂଚନା

Jeypore, Koraput | Oct 20, 2025
ବାଲୁକା ଶିଳ୍ପି ମାଧ୍ୟମରେ ଶହିଦଙ୍କୁ ଶ୍ରଦ୍ଧାଞ୍ଚଳି ଦିଆଯାଇଛି ।  ଜୟପୁର ମୁଖ୍ୟରାସ୍ତାର ଧୋବା ସାହି ଛକରେ   ଅପରେସନ ସିନ୍ଦୁର ରେ ଶହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏନେଇ ଆଜି ରାତ୍ର ୯ଟା ସମୟରେ କୋରାପୁଟ ଜିଲା ଓକିଲ ସଂଘର ସଭାପତି ସରୋଜ ଦାସ  ସୁଚନା ଦେଇଛନ୍ତି ।

MORE NEWS