ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ ସଦର ସ୍ଥିତ ମାଁ ଖମ୍ବେଶ୍ୱରୀ ମନ୍ଦିର ପରିସରରେ ଆଦିବାସୀ ମାନ୍ୟତାଦାବି ନେଇ ଜିଲ୍ଲା ସ୍ତରୀୟ କମାର ସମାଜର ବୈଠକ ଅନୁଷ୍ଠିତ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ମାଁ ଖମ୍ବେଶ୍ୱରୀ ମନ୍ଦିର ପରିସରରେ ଆଜି ଜିଲ୍ଲା ସ୍ତରୀୟ କମାର ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଥିବା ଅପରାହ୍ନ ୪ଟା ସମୟରେ ସୂଚନା। ଏହି ବୈଠକ ଟି ଦଶମନ୍ତପୁର ବ୍ଲକ କମାର ସମାଜର ସଭାପତି ପିତବାସ ନାୟକ ଙ୍କ ତତ୍ବାବଧାନରେ ଏହି ବୈଠକ ର ଆୟୋଜନ କରାଯାଇ ଥିଲା। ଆଗାମୀ ଦିନରେ ଜିଲ୍ଲା ସଦରମହକୁମା ଠେରେ ଏକ ବଡ ଧରଣର ରାଲି କରାଯିବ। ଏବଂ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ, ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ସେଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଭଳି ଆଲୋଚନା କରାଯାଇଛି.