ମାଟୁପାଲିରେ ଅବହେଳାର ଶିକାର ୮୦ ବର୍ଷୀୟ ବୃଦ୍ଧଙ୍କୁ ମିଳିନାହିଁ ୩୫୦୦ ଟଙ୍କା ଭତ୍ତା ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ମାଟୁପାଲି ଗ୍ରାମର ୮୦ ବର୍ଷୀୟ କାଳିଆ ବାଗ ଅବହେଳାର କଡା ଚିତ୍ର। ବୟସ୍କ ଓ ଅସହାୟ ହୋଇ ବି ସରକାରଙ୍କ ୩୫୦୦ ଟଙ୍କା ବୃଦ୍ଧାଭତ୍ତା ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। ପାଖାପାଖି ଲୋକମାନେ କହୁଛନ୍ତି— “ସରକାର ଯେଉତେ ସୁବିଧା ଘୋଷଣା କରୁଛନ୍ତି, କାଳିଆ ବାଗ ଭଳି ଲୋକଙ୍କ ପାଖକୁ ଯଦି ସେଥି ଲାଭ ନ ପହଞ୍ଚେ, ତାହା ଅବହେଳା ନୁହେଁ ତ କଣ?” ୮୦ ବର୍ଷର ବୃଦ୍ଧ ଜଣେ ଭତ୍ତା ପାଇଁ ପ୍ରତିଦିନ ଅପେକ୍ଷା କରୁଛନ୍ତି। କିନ୍ତୁ ଫାଇଲ ଓ କାଗଜପତ୍ରର ଅବହେଳା