ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ଡ଼ାଳପଲଙ୍କ ଗ୍ରାମର ଦୁଇଜଣ, ଆମ୍ବଗାଁ ଗ୍ରାମର ଜଣେ କାର୍ଯ୍ୟକର୍ତ୍ତ।ଙ୍କ ପରିବାର ସଦସ୍ୟଙ୍କ ଦେହାନ୍ତ ଖବର ପାଇଁ ଉକ୍ତ ପରିବାର ନିକଟରେ ପହଞ୍ଚିଛନ୍ତି ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ।ସୋମବାର ଅପରାହ୍ନରେ ସାଢ଼େ ମୃତକଙ୍କ ପରିବାର ନିକଟରେ ପହଞ୍ଚି ଗଭୀର ସମବେଦନା ଜଣାଇଛନ୍ତି।