ବାରିପଦା ମ୍ୟୁନିସିପାଲଟି: ୧୬ ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷଭ ପ୍ରଦର୍ଶନ କଲେ ଭାରତ ମୁକ୍ତିମୋର୍ଚ୍ଚା, ଜିଲ୍ଲା ସଭାପତି ଦେଲେ ପ୍ରତିକ୍ରିୟା
Baripada M, Mayurbhanj | Sep 13, 2025
ଶନିବାର ଦିନ ପ୍ରାୟ ୧.୩୦ଟାରେ ଭାରତ ମୁକ୍ତିମୋର୍ଚ୍ଚା ତରଫରୁ ୧୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପ୍ରଦର୍ଶନ...