ଅନୁଗୋଳ: ବିହାର ଓ ନୂଆପଡ଼ାରେ ବିଜେପିର ବିଜୟ ପରେ ବନ୍ତଳା ଠାରେ ବିଜୟ ଉତ୍ସବ ପାଳନ; ପ୍ରତିକ୍ରିୟା ରଖିଲେ ବଡକେରା ମଣ୍ଡଳ ସଭାପତି
Anugul, Angul | Nov 14, 2025 ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ଠାରେ ବିଜେପିର ବନ୍ତଳା ମଣ୍ଡଳ ଓ ବଡକେରା ମଣ୍ଡଳର ବିଜେପି ନେତା ମାନେ ମିଠା ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ବିଜୟ ଉତ୍ସବରେ ହଜାର ହଜାର ବିଜେପି ନେତା ଓ କର୍ମୀଙ୍କ ସମାଗମ ହୋଇଥିଲା।