ବୌଦ୍ଧ ସଦର: ତେଲିବନ୍ଦ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର
ବୌଦ୍ଧ ଜିଲ୍ଲା ୫୭ନ ଜାତିୟ ରାଜପଥ ତେଲିବନ୍ଦ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟନା ଘଟି ଜଣେ ଗୁରୁତର ହୋଇଛନ୍ତି l ଗୁରୁତର ଜଣକ ହେଲେ ବହୀରା ହାଇସ୍କୁଲ ର ସହକାରୀ ଶିକ୍ଷକ ଦେଶବନ୍ଧୁ ମହାକୁଳ ବୋଲି ଜଣାପଡିଛି l ତେବେସେ କୌନସି କାମରେ ବୌଦ୍ଧ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟନା ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ବୌଦ୍ଧ ମେଡ଼ିକାଲ୍ ରେ ଭର୍ତ୍ତି କରିଥିବା ଜଣା ପଡ଼ିଛି l ଅନ୍ୟପଟେ ଚିକିତ୍ସାଧିନ ଅବସ୍ତାରେ ମେଡ଼ିକାଲ୍ ରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର