ବାଲେଶ୍ବର ମ୍ୟୁନିସିପାଲଟି: ରେମୁଣା ଗୋଲେଇ ଓ କୁରୁଡ଼ା ଠାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ତିରୋଧାନ ଦିବସ ପାଳିତ
ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ,ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ଆଜି ରେମୁଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ରେମୁଣା ଗୋଲେଇ ଏବଂ କୁରୁଡ଼ା ଛକରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି।ଏହି କାର୍ଯ୍ୟକ୍ରମ କୁ ଶୁକ୍ରବାର ଅପରାହ୍ନ ୩:୩୦ରେ ସମାପନ କରାଯାଇଛି ।