ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ମହା ବିଦ୍ୟାଳୟରେ ଗଣ୍ଡଗୋଳ ଯୁବକ ଗୁରୁତର । ସୂଚନା ମୁତାବକ କୁହିକା ମହା ବିଦ୍ୟାଳୟରେ ଗଣ୍ଡଗୋଳ ବାଲେଶ୍ଵର ଅଞ୍ଚଳର ସେକ ରଫିର୍ ଓ ମିଟୁ ଜେନା ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଦୁଇ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି ।