ବରଗଡ: ଓଡ଼ିଶା ରାଜସ୍ବ ଅମଲା ସଂଘ ବରଗଡ ଜିଲ୍ଲା ପକ୍ଷରୁ ସମୁହ ଛୁଟିକୁ ନେଇ ଜିଲ୍ଲାପାଳଙ୍କ ଅଫିସରେ ପ୍ରତିକ୍ରିୟା ରଖିଲେ ସଂଘର ସଦସ୍ୟ
Bargarh, Bargarh (Baragarh) | Aug 12, 2025
ଓଡିଶା ରାଜସ୍ୱ ଅମଲା ସଂଘ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର...