ବାଲିଗୁଡା: କଟଗଡ ବନାଞ୍ଚଳ ଅଞ୍ଚଳ ମଦାଙ୍ଗି ଠାରେ ବଡ ବଡ ଶାଳ ଗଛ ହାଣିବା ଲିଖିତ ଅଭିଯୋଗ l
କଟଗଡ ବନାଞ୍ଚଳ ଅଞ୍ଚଳ ମଦାଙ୍ଗି ଠାରେ ବଡ ବଡ ଶାଳ ଗଛ ହାଣିବା ନେଇ କଟଗଡ ଥାନା ସହ ବନବିଭାଗ ରେ ଲିଖିତ ଅଭିଯୋଗ , ଅଭିଯୋଗ ପରେ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ 11ଘଣ୍ଟିକା ସମୟରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୁଚନା ମିଳିଛି ଏହା ଅଭିଯୋଗ ମଦାଙ୍ଗି ଅଞ୍ଚଳର ପୁଲେଶ୍ୱର ପ୍ରଧାନ ଦେଇଥିବା ବେଳେ,ଡେଙ୍ଗଗୁଡା ଅଞ୍ଚଳୟ ସରକାରୀ ଶିକ୍ଷକ ଭାବରେ କାଯ୍ୟରତ ଥିବା ବିଭ୍ୱ ତାରା ପରାସେଟ୍ ଙ୍କ ନାମରେ ଅଭିଯୋଗ କରିଛନ୍ତି, ଅଭିଯୋଗ ଅନୁସାରେ ଏକ ସରକାରୀ ଶିକ୍ଷକ ହଇ ମଧ୍ୟ କିଭଳି ଜଙ୍ଗଲ ଅଞ୍ଚଳର, 50/60ବର୍ଷ ର ଶାଳ ଗଛ ଗୁଡିକୁ ଗାଡଲିଂ କରି ନଷ୍ଟ କରୁଛନ୍ତି ତୁରନ୍ତ ଏହିପରି ବ୍ୟକ୍ତି ନାମର