ନୂଆପଡ଼ା ଉପ ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ରେ ଆଜି ସୋନପୁର ବ୍ଲକ ଲଛିପୁର ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ମଣ୍ଡଳ ସଭାପତି ପ୍ରତାପ ବାଗ ଙ୍କ ନେତୃତ୍ଵ ରେ ଆଜି ବି ଜେ ପି ର ବରିଷ୍ଟ କାର୍ଯ୍ୟକର୍ତ୍ତା ରମାକାନ୍ତ ପୂଜାହାରୀ, ଅଲେଖ ନାଏକ, ଦେବାଶିଷ ଦାଶ, ତରଣି ବଗର୍ତ୍ତି, ମଣ୍ଟୁ ପାଢ଼ୀ, ସନ୍ତlପ, ବୃନ୍ଦାବନ ,ଜୟକୁମାର,ଭୀମସେନ, ସୁପ୍ରଭା, ଅନ୍ତର୍ଯ୍ୟାମୀ, ପ୍ରକାଶ, ବସୁ, ସୁମନ୍ତ, ସୁନିଲ ଙ୍କ ସମେତ ଶତାଧିକ କର୍ମୀ ଲଛିପୁର ବାଜପେୟୀ ଛକ ଠାରେ ଜନସାଧାରଣ ଙ୍କୁ ମିଷ୍ଟାନ୍ନ ବଣ୍ଟନ