ପିପିଲି: ଡେଲାଙ୍ଗ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ସହ ମାଡ଼ ମାରି ସୁନା ଚେନ ଲୁଟ ଅଭିଯୋଗ, ଥାନାରେ ମାମଲା ରୁଜୁ
Pipili, Puri | Aug 8, 2025
ଗତକାଲି ଅପରାହ୍ନ ଚାରିଟାରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମହିଳାଂକୁ ସେହି ଗ୍ରାମର ୩ଜଣ ଦୃର୍ବୁତ୍ତ ଅସଦାଚରଣ କରି ମାଡ଼ ମାରି...