ବଲାଙ୍ଗୀର ଜିଲ୍ଲା ବେହେରାପାଲି ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା। ଗତ ଏକ ବର୍ଷ ହେଲାଣି ଲିଙ୍ଗ ବାଗଙ୍କ ସ୍ତ୍ରୀ ନିଖୋଜ ଥିବାବେଳେ, ସ୍ତ୍ରୀଙ୍କୁ ଖୋଜିବା ପାଇଁ ସ୍ଵାମୀ ଥାନା ଥାନା ଓ ଜିଲ୍ଲା ଜିଲ୍ଲା ବୁଲି ବି ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏହାକୁ ନେଇ ଆଜି ସେ ବଲାଙ୍ଗୀର SPଙ୍କୁ ଭେଟି ସ୍ତ୍ରୀଙ୍କୁ ଶୀଘ୍ର ଖୋଜି ଆଣିବାକୁ ନିବେଦନ କରିଛନ୍ତି।