ଟିଟ୍ରାପାଙ୍ଗା ରେ ଏକ ଅଭାନୀୟ ଗଟଣା ଦେଖିବାକୁ ମିଳିଛି, ଟ୍ରିଟାପାଙ୍ଗାର ର ଯୁବ ସରପଞ୍ଚ ସଞ୍ଜିବ ଲଚନ ପ୍ରଧାନ ଙ୍କ ବ୍ରେନ ଷ୍ଟକ ହେବା ଫଳରେ ଅସୁସ୍ଥ ହଇପଡିଥିଲେ, ପ୍ରଥମେ ଫୁଲବାଣୀ ପରେ ତାଙ୍କୁ ଭୁବନେଶ୍ର ସମ୍ ମେଡିକାଲ କୁ ପଠାଯାଇଥିବା ନେଇ ସୁଚନା ମିଳିଛି, ଯାହାର ଖବର ଅଞ୍ଚଳରେ ବ୍ୟାପିବା ପରେ ସରପଞ୍ଚ ଙ୍କ ଆଶୁଆରଗ୍ୟ କାମନା କରୀଛନ୍ତି ଜନପ୍ରତିନିଧି ମାନେ, ଯେହେ ତା ଚିକିତ୍ସା ରେ ବହୁ ଅର୍ଥ ଖର୍ଚ ହେବ ତେଣୁ ତାଙ୍କ ଚିକିତ୍ସା ପାଇଁ ମଧ୍ୟ ସହଯୋଗ ର ହାତ ବଢାଇବା ପାଇଁ ସସିଆଲ ମିଡିଆରେ ଅନୁରୋଧ ରଖିଛନ୍ତି ତାଙ୍କ କିଛି ସାଙ୍ଗସାଥି