ତହଁକ କୁଟୁମ ର କୋସଲି କବିତା ଆସର ବଲାଙ୍ଗୀର ଦିନ ଅବସରରେ ଆଜି ଲାଲଟିକ୍ରା ସୈନିକ ଭବନ ଠାରେ ତହଁକ କୁଟୁମ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି। କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆସରରେ ମୂଖ୍ଯ ଅତିଥି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ହାସ୍ୟ ଅଭିନେତା ବିନ୍ଦୁ, ନିହାଲ ସିଂ, କବି ଶୁସାନ୍ତ ବାଗ, କବି ଦିଲ୍ଲିପ ପୁରୋହିତ, କବି ଗୋପିନାଥ ଦଣ୍ଡସେନା, ବିନୋଦ କାଳସାଏ, ପ୍ରତାପ ଚନ୍ଦ୍ର ରଥ ମଞ୍ଚାସୀନ ଥିଲେ ।