ଜି ଉଦୟଗିରି: ଜି ଉଦୟଗିରି କଳିଙ୍ଗା ଘାଟିରେ ପାହାଡ ଭୁଶୁଡ଼ି ପଡ଼ିଅଛି। ଯା ଦ୍ଵାରା କନ୍ଧମାଳ ରୁ ଗଞ୍ଜାମ ,ଖୋର୍ଦ୍ଧା ଜିଲ୍ଲା କୁ ଯାତାୟାତ ବାଧାପ୍ରାପ୍ତ
ଜି ଉଦୟଗିରି କଳିଙ୍ଗା ଘାଟିରେ ପାହାଡ ଭୁଶୁଡ଼ି ପଡ଼ିଅଛି। ଯା ଦ୍ଵାରା କନ୍ଧମାଳ ରୁ ଗଞ୍ଜାମ ,ଖୋର୍ଦ୍ଧା ଜିଲ୍ଲା କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।ପ୍ରବଳ ବର୍ଷା ଯୋଗୁଁ ଏପରି ଘଟଣା ଘଟିଛି।ଘଟଣା ସ୍ଥଳରେ ଜି ଉଦୟଗିରି ବିଜୟ କୁମାର ସ୍ବାଇଁ ପହଂଚି ଅନୁଧ୍ୟାନ କରୁଛନ୍ତି।ଉତ୍ତର ଖଣ୍ଡ ଭଳି ଅବସ୍ଥା ଉପୁଜିଛି।ବହୁ ଗାଡ଼ି ଦୁଇ ପାର୍ଶ୍ଵରେ ଅଟକିଛି।ପ୍ରବଳ ବର୍ଷା ଯୋଗୁଁ କିଛି କାର୍ଯ୍ୟ ହୋଇ ପାରିନାହିଁ