ଧର୍ମଗଡ: ଧର୍ମଗଡ ରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ର ପଥ ପ୍ରାନ୍ତ ସଭା.
କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ବାଇକ ଶୋଭାଯାତ୍ରା ମାଧ୍ୟମରେ ନଗର ପରିକ୍ରମା କରି ବେକାର ଯୁବକ ଯୁବତୀକୁ ନିଯୁକ୍ତି ପ୍ରଦାନ କର ନଚେତ ବେକାରୀ ଭତ୍ତା ବାବଦକୁ ୭୫୦୦ ଟଙ୍କା ପ୍ରଦାନ କର, ଭୂମିହୀନ ଙ୍କୁ ୪ ଡିସମିଳ ଜାଗା ପ୍ରଦାନ, ପ୍ରତି ପରିବାର କୁ ୩ ଶହ ୟୁନିଟ ମାଗଣା ବିଜୁଳି ପ୍ରଦାନ, ଭଳି ବିଭିନ୍ନ ଦାବୀ ନେଇ ଶନିବାର ସକାଳ ୧୦ ଟା ରେ ପଥ ପ୍ରାନ୍ତ ସଭା ମାଧ୍ୟମରେ ସରକାର ଙ୍କୁ ଦାବୀ କରୁଥିଲେ।