ନାକଟିଦେଉଳ ବ୍ଲକ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ , ଏକର ଏକର ଜମିରେ ନଷ୍ଟ କଲା ସହ ସହ ଗଞ୍ଜେଇ ଗଛ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅଞ୍ଚଳ ରେ ବେଆଇନ ଗଞ୍ଜେଇ ଚାଷ ଖବର ପାଇ ଶନିବାର ସକାଳେ ପୋଲିସ ,ଅବକାରୀ ବିଭାଗ,ବନବିଭାଗ ରାଜସ୍ୱ ବିଭାଗ ମିଲିତରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ର ସୁଧୀର ସାହି ସହିତ ବିଭିନ୍ନ ପାହାଡ଼ ତଳି ଗ୍ରାମରେ ଏକର ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ଅତର୍କିତ ଭାବରେ ଚଢାଉ କରି ନଷ୍ଟ କଲା ସହ ସହ ଗଞ୍ଜେଇ ଗଛ l