ପୋଡିଆ: ପଡିଆ ସମବାୟ ବ୍ୟାଙ୍କରେ ସାର ନମିଳିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା, ଡିଏସପି ଙ୍କ ହସ୍ତକ୍ଷେପ ପରେ ଥମିଲେ ଚାଷୀ
Podia, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ସମବାୟ ସମିତି ରେ ପର୍ଯ୍ୟାପ୍ତ ପରିମାଣରେ ସାର ଅଭାବରୁ ସାର ପ୍ରଦାନ କରାଯାଇ ନଥିଲା...