ଛତ୍ରପୁର: କୁଶପଲ୍ଲୀ ସ୍ଥିତ ମା ଚାମଣ୍ଡା ମନ୍ଦିର ପରିସରରେ ବିଶ୍ୱକର୍ମା ସମାଜର ଷଷ୍ଠ ତମ ବୈଠକ
ଗଞ୍ଜାମ ଜିଲ୍ଲା ମଲାଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଚାମଣ୍ଡା ମନ୍ଦିର ପରିସରରେ ମଂଗଳବାର ପୂର୍ବାହ୍ନରେ ବିରୁଳି ତାଲୁକା ବିଶ୍ୱକର୍ମା ସମାଜ(ବଢ଼େଇ କୂଳ) ପକ୍ଷରୁ ସଭାପତି ଯୋଗୀନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।