ଜଗତସିଂହପୁର: ପାର୍ବଣ ପୂଜା ଅବସରରେ ଝଙ୍କଡ଼ ମା ଶାରଳାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ବ
ଝଙ୍କଡ଼ ମା ଶାରଳାଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ । ଏହି ଅବସରରେ ଆଜି ଭୋର ୫ ଟା ସମୟରୁ ମା ଶାରଳାଙ୍କ ପୀଠରେ ଆରମ୍ବ ହୋଇଛି ଷୋଡ଼ଶ ଉପଚାର ପୂଜା । ଆଶ୍ୱିନ ମାସ ମୂଳାଷ୍ଟମୀ ଦ୍ଵିତୀୟ ବାହାନ ଓଷାଠାରୁ ମାଙ୍କ ଷୋଡ଼ଶ ଦିବାସୀୟ ପୂଜା ହେବାର ରହିଛି ପରମ୍ପରା । ଏହି ଅବସରରେ ଆଜି ମାଙ୍କ ପିଠରେ ବହୁ ଶ୍ରଦ୍ଧାଳୁ ଉପଚାର ପୂଜା ଦେଖିବାକୁ ଭିଡ଼ ଜମେଇଥିବା ଦେଖିବାକୁ ମିଳିଛି