ମାନସିକ ସୁସ୍ଥତା,ଆତ୍ମଜାଗୃତି ଏବଂ ଚିନ୍ତାରୁ ମୁକ୍ତି ପାଇଁ ଲାୟନ୍ସ କ୍ଲବ ତରଫରୁ ମନୋଭଲମ କାର୍ଯ୍ୟକ୍ରମ ଅନୁଷ୍ଠିତ। ଟିଟିଲାଗଡ଼ - ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ଲାୟନ୍ସ ଡେନ୍ରେ ସନ୍ଧ୍ୟା ୫:୩୦ ଟାରେ ମାନସିକ ସୁସ୍ଥତା, ସକାରାତ୍ମକତା ଓ ଆତ୍ମଜାଗୃତି ବିଷୟରେ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ନାମ ଥିଲା “ମନୋଭଲମ୍”, ଯାହାକୁ ଡ ସର୍ବେଶ୍ୱର ଜୀ (ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ) ଆସି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଆଇ ଆଇ ଟି ଦିଲ୍ଲୀରୁ ପିଏଚ୍ଡି ପ୍ରାପ୍ତ, ଜଣେ ଆନ୍ତର୍ଜାତୀୟ ବକ୍ତା ଏବଂ କଥା ବ୍ୟାସ ଅ