ଟାଙ୍ଗୀ: ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର , ଶିକାରୀ ଗିରଫ
୧୮ ଟି ମୃତ ବିଦେଶୀ ପକ୍ଷୀ ଜବତ ୧ ଟି ଜୀବନ୍ତ ବିଦେଶୀ ଉଦ୍ଧାର।
Tangi, Khordha | Jul 10, 2024 ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର , ଶିକାରୀ ଗିରଫ ୧୮ ଟି ମୃତ ବିଦେଶୀ ପକ୍ଷୀ ଜବତ ୧ ଟି ଜୀବନ୍ତ ବିଦେଶୀ ଉଦ୍ଧାର। ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର, ୧୮ ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଚିଲିକା ମଧ୍ୟରୁ ବିଦେଶୀ ପକ୍ଷୀଙ୍କ ଶିକାର ପରେ ସେ ସବୁକୁ ଏକ ବସ୍ତା ମଧ୍ୟରେ ଭର୍ତ୍ତି କରି ନେଉଥିବା ବେଳେ ଶିକାରୀକୁ ଧରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଚିଲିକା କୂଳରୁ ଏହି ଧରପଗଡହୋଇଛି।ବିଷ ପ୍ରୟୋଗ କରି ଚିଲିକାରୁ ଶିକାରୀ ଜଣକ l