ଭଟଲି: ଟୁକୁର୍ଲା ସ୍ଥିତ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ଉଦଯାପିତ
ଟୁକୁର୍ଲା ସ୍ଥିତ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ଉଦଯାପିତଭଟଲିବ୍ଳକ ଅନ୍ତର୍ଗତ ଟୁକୁର୍ଲାଠାରେଥିବା ବରଗଡ଼ ବିଜ୍ଞାନ କେନ୍ଦ୍ରରେ ଆଜି ଅପରାହ୍ନ ୪ଟା ୩୦ମିନିଟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଉଦଯାପିତ ହୋଇଯାଇଛି।ଜିଲ୍ଲାଶିକ୍ଷାକାର୍ୟାଳୟବରଗଡ ଆନୁକୂଲ୍ୟରେଅନୁଷ୍ଠିତଉତ୍ସବରେ ବିଜ୍ଞାନନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ଜିଲ୍ଲାରବିଭିନ୍ନବିଜ୍ଞାନଭିତ୍ତିକ ସଫଳତା ସହ ସେମିନାରର ଆଭିମୁଖ୍ୟ ଓ ନିୟମାବଳୀ ଜଣାଇଥିଲେ । ବରଗଡ ଜିଲ୍ଲା ଶିକ୍ଷା ଅଧି କାରୀ ବିଶ୍ଵନାଥ ସାହୁ ଯୋଗଦେଇ ଏସମ୍ପର୍କିତ ନୂତନଉଦ୍ଭାବନ ପାଇଁ ପ୍ରତିଯୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ।