କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ରେ ବିଶ୍ୱ ଏଡ୍ସ ଦିବସରେ କଲେଜ ଛାତ୍ରଛାତ୍ରୀ ଙ୍କ ସଚେତନତା ରାଲି
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଯୁବ ରେଡ୍କ୍ରସ୍ ବିଭାଗ ଓ ରେଡ୍ରିବନ୍ କ୍ଲବ୍ ତରଫରୁ ବିଶ୍ୱ ଏଡସ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।