କଟକ ପୌରାଞ୍ଚଳ: କଟକ ଗ୍ରାମାଞ୍ଚଳ ଏସପି ଭାବେ ଆଇପିଏସ ଭିନିତ୍ ଅଗ୍ରୱାଲ ରବିବାର ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
Cuttack M Corp PS, Cuttack | Aug 24, 2025
କଟକ ଗ୍ରାମାଞ୍ଚଳ ଏସପି ଭାବେ ଆଇପିଏସ ଭିନିତ୍ ଅଗ୍ରୱାଲ ରବିବାର ରାତି ୮ଟାରେ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟ ନେଇଛନ୍ତି...