ଫୁଲବାଣୀ ସହର: slug- ମହାସିଂଙ୍ଗ ଧୁଗିଂଆଦେଇ ମନ୍ଦିରରୁ ମାଁଙ୍କ ଲକ୍ଷାଧିକ ଟଙ୍କାର ସୁନା,ରୂପା ମୁକୁଟ ଚୋରି
ମହାସିଂଙ୍ଗ ଧୁଗିଂଆଦେଇ ମନ୍ଦିରରୁ ମାଁଙ୍କ ଲକ୍ଷାଧିକ ଟଙ୍କାର ସୁନା,ରୂପା ମୁକୁଟ ଚୋରି ଏହି ଚରି ଟି ବିଳମ୍ବିତ ରାତି ରେ ଯାଇଥିବା ବେଳେ ସମବାର ସକାଳ 7ଘଣ୍ଟିକା ରେ ଅଭିଯୋଗ ହଇଛି, ସୁଚନା ମୁତାବକ କନ୍ଧମାଳ ଜିଲ୍ଲା କନୂଆଗାଁ ଅନ୍ତର୍ଗତ ମହାସିଂଙ୍ଗ ଧୁଗିଂଆଦେଇ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୂପା ଚୋାରୀ ।ଗତକାଲି ରାତ୍ର ସମୟରେ ମାଁ କାକାବୁଢା ଧୁଙ୍ଗିଆଦେଇ ମନ୍ଦିରର ତାଲାଭାଙ୍ଗି ମାଁଙ୍କ ରୂପା ମୁକୁଟ,ସୁନା ଆଖି ,ବିଭିନ୍ନ ପ୍ରକାରର ରୂପା ନାଗ ମୂତ୍ତୀ ଦୁବୁତ୍ତ ମାନେ ଲୁଟ କରିଥିବା ଅଭିଯୋଗ ହୋଇଛି ।ସକାଳୁ ପୁଜାରୀ ପୂଜା କରିବାକୁ ଆସି ମାଁଙ୍କ ଅଳଙ୍କାର ଚୋରି ହୋଇଥିବ