ସୁକିନ୍ଦା: ଖଣିରେ ବ୍ଲାଷ୍ଟିଙ୍ଗକୁ ନେଇ ଉତ୍ତେଜନା ସୁଷ୍ଟି ,ସାରୁଆବିଲି ଟାଟା କ୍ରୋମାଇଟ ଖଣି ମୂଖ୍ୟ ଫାଟକ ସାମ୍ନାରେ #jansamasya
Sukinda, Jajpur | Sep 8, 2025
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଉପତ୍ୟକାରେ ଥିବା ଟାଟା କମ୍ପାନୀ ଦ୍ୱାରା ପରିଚାଳିତ ସାରୁଆବିଲି କ୍ରୋମାଇଟ ଖଣି...