ମାଲକାନଗିରି: ଯୋଡାଆମ୍ବ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ବୁଲି ଦେଖିଲେ ମାଲକାନଗିରି ଜିଲ୍ଲାପାଳ
Malkangiri, Malkangiri | Aug 25, 2025
ମାଲକାନଗିରି ଜିଲ୍ଲାପାଳ ସୋମବାର ଅପରାହ୍ନରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ବ ଗସ୍ତ କରିଥିଲେ। ସେଠାରେ ସ୍ଵୟଂ ସହାୟକ ଗୋଷ୍ଠୀ...