Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଖଲ୍ଲିକୋଟ୍: ପୁସ୍ତପୁର ଗ୍ରାମରେ ହାତରେ ବାଣ ଫୁଟି ନାବାଳକ ଆହତ, ମେଡ଼ିକାଲରେ ଭର୍ତ୍ତି

Khalikote, Ganjam | Oct 21, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପୁସ୍ତପୁର ଗ୍ରାମରେ ଆଜି ହାତରେ ବାଣ ଫୁଟି ଜଣେ ନାବାଳକ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧ ଟା ସମୟରେ ପୁସ୍ତପୁର ଗ୍ରାମରେ ଜଣେ ନାବାଳକ ବାଣ ଫୁଟାଉ ଥିବା ବେଳେ ଅସାବଧାନତା ବଶତଃ ବାଣ ଟି ହାତରେ ଫୁଟି ଯାଉଥିଲା । ଯାହା ଫଳରେ ନାବାଳକ ଜଣଙ୍କ ଆହତ ହୋଇଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ନାବାଳକ ଜଣଙ୍କ ସୁସ୍ଥ ଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି ।

MORE NEWS