ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଡାହାଣୀ ଗଢିଆ ଠାରେ ସକାଳୁ ସକାଳୁ ବିଦେଶୀ ଚୋରା ମଦ ଜବତ ଜଣଙ୍କୁ ଅଟକ ରଖିଲା ଟାଉନ ପୋଲିସ
Bhadrak Rural, Bhadrak | Jul 26, 2025
ସକାଳୁ ସକାଳୁ ବିଦେଶୀ ଚୋରା ମଦ ଜବତ ଜଣେ ଅଟକ। ଭଦ୍ରକ ଜିଲ୍ଲା ଡାହାଣୀ ଗଢିଆ ନିକଟରେ ଏକ ଅଟୋରେ ଚୋରା ବେଦେଶୀ ମଦ ଚାଲାଣ ହେଉଥିବା ବେଳେ ଖବର...