ଅନୁଗୋଳ ଜିଲ୍ଲା,ତାଳଚେର ଅଞ୍ଚଳର ଜାତୀୟ ରାଜପଥ 149 ରେ ଭୟଙ୍କର ପ୍ରଦୂଷଣ l ସର୍ବସାଧାରଣ ଯାତାୟାତରେ ଭୋଗୁଛନ୍ତି ଅସୁବିଧା । ରାସ୍ତାରେ ଉଡ଼ୁଥିବା ଧୂଳି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି l ତୁରନ୍ତ ରାସ୍ତାରେ ପାଣି ପକାଇବ ପଦକ୍ଷେପ ନେବାକୁ ସୋସିଆଲ ମିଡିଆରେ ଦାବି କଲେ ସାମାଜିକ କର୍ମୀ।