ସରାପାଲି ବୀର ସୁରେନ୍ଦ୍ର ସାଏ ଯୁବକ ସଂଘର ବାର୍ଷିକ ଉତ୍ସବ ପାଳିତ ସରା ପାଲିରେ ଶୁକ୍ରବାର ସକାଳେ ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଯୁବକ ସଂଘ ର ସଭ୍ୟ ଧୀରେନ୍ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ସମ୍ବଲପୁର ଜିଲ୍ଲା ର ବରିଷ୍ଠ ଆଇନଜୀବୀ ଡଃ ପ୍ରମୋଦ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ନାକଟିଦେଉଳ ସ୍ନାତକ ମହା ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା ଡଃ ପୁଷ୍ପାଞ୍ଜଳି ରବନା , ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଦର୍ଶନ ସାହୁ, ସରାପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶିବାନୀ ବାରିକ୍, ସମିତି ସଭ୍ଯା