ଆଠମଲ୍ଲିକ: ଆଠମଲ୍ଲିକ ରୁ ଗଞ୍ଜେଇ ଜବତ,4 ଗିରଫ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ବନ ଫୁଲ ଢାବା ନିକଟରୁ ଶୁକ୍ରବାର ଦିନ ରାତି 7 ଟା ରେ ଆଠମଲ୍ଲିକ ପୋଲିସ
ଚାଲାଣ ହେଉଥିବା 3 କେଜି 800 ଗ୍ରାମ ଗଞ୍ଜେଇ କୁ ଜବତ କରିଛି l ଏଥିରେ 4 ଜଣ କୁ ଗିରଫ କରିଛି l ସେମାନେ ହେଲେ ଆଠମଲ୍ଲିକ ଥାନା ମାଧପୁର ଅଞ୍ଚଳ ର ବନ ବେହେରା, ଟେଣ୍ଠେଇପାଲି ଗ୍ରାମର ଜୟ ଦେବ ବେହେରା, ସିଆରି ନାଳୀ ଗ୍ରାମର ଜଗବନ୍ଧୁ ପ୍ରଧାନ, କ୍ଷେତ୍ର ରାଜ ଗ୍ରାମର ଦିଲ୍ଲୀପ ବିଶ୍ୱାଳ, l ଏ ମାନ ଙ୍କ ନାମ ରେ ଆଠମଲ୍ଲିକ ପୋଲିସ ନମ୍ବର 269/25 ରେ ଏକ ମାମଲା ରୁଜୁ କରି ଆଠମଲ୍ଲିକ କୋର୍ଟ କୁ ଚାଲାଣ କରିଛି l ପୋଲିସ କହିଛି ଜେ ଉକ୍ତ 4 ଜଣ