ଜାନୁଆରୀ ୨୨ ବଦଳରେ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ ।୪ ଦିନ ଧରି ଚାଲିବ ଗୋପାଳପୁର ବେଳାଭୂମି ମହୋତ୍ସବ ।ଗୋପାଳପୁର ବେଳାଭୂମି ମହୋତ୍ସବକୁ ନେଇ ଗୋଳନ୍ଥରା ଠାରେ ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ପରେ ବୁଧବାର ଅପରାହ୍ନରେ ସୂଚନା ଦେଇଛନ୍ତି ମନ୍ତ୍ରୀ।