ରାଇଘର: ରାଇଘର ମେଡିକାଲ ରେ ରୋଗୀ ହନ୍ତସନ୍ତ
ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ତା -୦୧. ୧୧. ୨୦୨୫ରିଖ ସ୍ଥାନ-ଉମରକୋଟ ସାମନାକୁ ଆସିଛି ରାଇଘର ମେଡିକାଲ ର ଦୟନୀୟ ଅବସ୍ଥା।ଚିକିତ୍ସା ପାଇଁ ମେଡିକାଲ ରେ ଡାକ୍ତର ଉପସ୍ଥିତ ରହୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଲୋକେ। ନର୍ସଙ୍କୁ ପଚାରିଲେ ସେମାନେ ପ୍ରତ୍ୟୁତର ଦେଉଛନ୍ତି ଯେ ଡାକ୍ତର ନାହାନ୍ତି ଆମେ କଣ କରିବୁ ତମେ ଡାକ୍ତର ଙ୍କୁ ଡାକ । ଡାକ୍ତର ଙ୍କୁ ଫୋନ କଲେ ସେ ଫୋନ ଉଠାଉନାହାନ୍ତି। ଏଭଳି ପରିସ୍ଥିତି ରେ ରୋଗୀ ର ଅବସ୍ଥା ଯେ କଣ ହେବ ତାହା କିଏ କହିବ।ରୋଗୀ ମେଡିକାଲ କୁ ଚିକିତ୍ସା ପାଇଁ ଆସି ଗରମ ରେ ଆଉଟୁ ପାଉଟୁ ହେଉଛନ୍ତି। ରୋଗୀ ମାନେ ରହୁଥିବା ୱାର୍ଡ ର ଫ୍ୟାନ ମଧ୍ୟ