ବାଲିଗୁଡା ଥାନା ଆଗରେ ହାଇଡ୍ରାମା ଵନ୍ଧା ପକାଇଥିବା ଗାଡି ଆଗରେ ବସି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ଏହି ଘଟଣା ଟି ଶୁକ୍ରବାର ସଂନ୍ଧ୍ୟା 5ଘଣ୍ଟିକା ରେ ଦେଖିବାକୁ ମିଳିଛି, ଅଭିଯୋଗ ଅନୁସାରେ ବିନ୍ଧୁଲା ବେହେରା ଙ୍କ ଠାରୁ ଜଣେ ମହିଳା କାର୍ ବନ୍ଧକ ରଖି 50ହଜାର ଟଙ୍କା ନେଇଥିଲେ କିନ୍ତୁ କଙ୍କା ପରିଶଧ ନ କରିବାରୁ ଆଜି ଉପାୟ ଦେଖି ତାଙ୍କ ଏକ କାର ଆଗରେ ଟଙ୍କା ନଦେଲେ କାର ଆଗରୁ ଉଠିବିନାହିଁ ବଲି ଉକ୍ତି ଅରି ବସିରହିଥିବା ଦେଖିବାକୁ ମିଳିଛି