ଜୟପୁର ପ୍ରସାଦରାଓ ପେଟା ୪ର୍ଥ ଲାଇନର ଏମ ରମେଶକୁ ସେହି ସାହିର ଜଣେ ଯୁବକ ଆକ୍ରମଣ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଏନେଇ ଆଜି ରାତ୍ର 8ଟା ସମୟରେ ଗଣ ମାଧ୍ୟ୍ୟମକୁ ପୋଲିସ ତରଫରୁ ସୂଚନା ଦିଆଯାଇଛି l ଯାହା ଫଳରେ ଏମ ରମେଶ ରକ୍ତାକ୍ତ ହୋଇଯାଇଥିଲେ। ବିନା କାରଣରେ ଆକ୍ରମଣ କରିଥିବା ନେଇ ରମେଶ ଟାଉନଥାନାରେ ଅଭିଯୋଗ ଦେବା ପରେ ଟାଉନପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।