ଭଣଜା ଆକ୍ରମଣରେ ମାମୁଁ ମୃତ.... ଭଣଜା ଙ୍କ ଆକ୍ରମଣ ରେ ମାମୁଁ ଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ସହର ତୁଳସୀ ନଗର ପଡ଼ାରେ । ମାମୁଁ କୁ କୋଦାଳ ରେ ଗୋଡେଇ ଗୋଡେଇ ହାଣୀକି ହତ୍ୟା କଲା ଭଣଜା। ମୃତ ମାମୁଁ ଙ୍କ ନା ଯଦୁମଣି ବଗର୍ତ୍ତି ବୋଲି ଜଣାପଡିଛି । ତାଙ୍କୁ କୋଦାଲ ରେ ହାଣି ହତ୍ୟା କରିଥିବା ବେଳେ ପଡା ଭିତରେ ପଡିଛି କୋଦାଲ। ଘଟଣା ଖବର ପାଇ ମୃତଦେହ କୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କୁ ପଠାଇଲା ପୋଲିସ। ଡ଼କ୍ଟର ତାଙ୍କୁ ଆଜି ରାତି ୧୧ଟା ସମୟରେ ମୃତ ଘୋଷଣା କରି ବ୍ୟବଚ୍ଛେଦ କେନ୍ଦ୍ର କୁ ପଠେଇ ଥିବା ଜଣା ପଡିଚି