ବସ୍ତା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବଢୁଛି ଜଳକା ନଦୀର ଜଳସ୍ତର,ମଥାନି ଠାରେ ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳକା ନଦୀ ର ଜଳସ୍ତର
Basta, Balasore | Sep 5, 2025
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବଢୁଛି ଜଳକା ନଦୀର ଜଳସ୍ତର,ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳକା ନଦୀ ର ଜଳସ୍ତର, ନଦୀ ର ମଥାନୀ...