ସୁନ୍ଦରଗଡ ସହର: ଗତ ମଧ୍ୟ ରାତ୍ରୀରେ NTPC ଦର୍ଲି ପାଲି ସମ୍ମୁଖରେ ଘଟିଥିବା ଦୁର୍ଘଟଣାରେ ଥିବା ଗୁରୁତରଙ୍କ ଡାକ୍ତରଖାନାରେ ମୃତ୍ୟୁ, ମର୍ଗ ହାଉସରେ ଶବ ଗଚ୍ଛିତ
Sundargarh Town, Sundargarh | Jul 22, 2025
ଆଜି ଜୁଲାଇ 22 ତାରିଖ ରାତି ପ୍ରାୟ 1:30 ସମୟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଅଲ୍ମେଶ ଖାଁ ନାମକ ଜଣେ 14 ବର୍ଷର ନାବାଳକର ଚିକିତ୍ସାଧୀନ...